Jump to content

ନିସ୍ତାରଣ

ଉଇକିଅଭିଧାନ‌ରୁ

ନିସ୍ତାରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ନିର୍+ତୃ ଧାତୁ ଣିଚ=ପାର କରିବା=ଭାବ. ଅନ)

[ସମ୍ପାଦନା]
୧. ଉଦ୍ଧାରକରଣ — ୧. Delivering; rescuing.
୨. ଖଲାସ କରିବା —୨. Acquitting.
୩. ରକ୍ଷାକରଣ —୩. Preserving.