ନିସ୍ତାରିବା
(ସଂସ୍କୃତ - ନିସ୍ତାରଣ) ନିସ୍ତାର କରିବା; ଉଦ୍ଧାର କରିବା; ରକ୍ଷା କରିବା; ମୁକ୍ତ କରିବା — To deliver; to save; to liberate.
ବିପଦୁଁ ନିସ୍ତାରଇ ସାଧ ସମ୍ପଦ ରାଧାନାଥ—ମେଘଦୂତ