ନିସ୍ତାରୀ
(ନିସ୍ତାରିଣୀ—ସ୍ତ୍ରୀ)
ଉଦ୍ଧାରକାରୀ — Delivering; saving.
ଜୟ ତିନିଭୁବନ ପାତକ ନିସ୍ତାରୀ କୃଷ୍ଣସିଂହ—ମହାଭାରତ—ବରାଟ