Jump to content

ନିସ୍ତିର୍ଣ୍ଣ

ଉଇକିଅଭିଧାନ‌ରୁ

ନିସ୍ତିର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ନିର+ତୃ ଧାତୁ+କର୍ତ୍ତୃ. ତଃ)

[ସମ୍ପାଦନା]
୧. ପାରହୋଇ ଯାଇଥିବା —୧. Crossed over.
୨. ମୁକ୍ତ; ଉଦ୍ଧାର ପାଇଥିବା — ୨. Delivered; liberated.
୩. ରକ୍ଷା ପାଇଥିବା —୩. Saved; rescued.