Jump to content

ନିସ୍ତୁଷ

ଉଇକିଅଭିଧାନ‌ରୁ

ନିସ୍ତୁଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ତୁଷ)

[ସମ୍ପାଦନା]
୧. ତୁଷ ମୁକ୍ତ — ୧. Freed from chaff.
୨. ପାଛୁଡ଼ା ହୋଇ ଆଗାଡ଼ି ସଫା ହୋଇଥିବା — ୨. Husked; cleansed.
୩. ନିର୍ମଳ —୩. Clean; cleansed.