ନିସ୍ତେଜ
ଦେଖଣା
ନିସ୍ତେଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -(ସଂସ୍କୃତ - ନିସ୍ତେଜାଃ)
[ସମ୍ପାଦନା]- ୧. ତେଜୋହୀନ; ଅପ୍ରଭ — ୧. Lustreless.
- ୨. ଦୁର୍ବଳ —୨. Feeble; weak.
- ୩. ସ୍ଫୁର୍ତ୍ତିହୀନ —୩. Without vigour.
- ୪. ପ୍ରଭାବଶୂନ୍ୟ —୪. Spiritless.
- ୫. ନିର୍ବୀର୍ଯ୍ୟ —୫. Impotent.
- ୬. ଅତୀକ୍ଷ୍ଣ; ମୁଣ୍ଡା —୬. Blunt.
- ୭. ଅନୁଜ୍ଜ୍ୱଳ —୭. Gloomy; not bright.