Jump to content

ନିସ୍ତ୍ରପ

ଉଇକିଅଭିଧାନ‌ରୁ

ନିସ୍ତ୍ରପ

ଉଚ୍ଚାରଣ

[ସମ୍ପାଦନା]
(ନିସ୍ତ୍ରପା—ସ୍ତ୍ରୀ,) 

(ନିସ୍ତ୍ରପତା—ବି)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍+ତ୍ରପା=ଲଜ୍ଜା)

[ସମ୍ପାଦନା]

ନିର୍ଲଜ୍ଜ; ଅଲାଜୁକ —Shameless; immodest.