Jump to content

ନିସ୍ନେହ

ଉଇକିଅଭିଧାନ‌ରୁ

ନିସ୍ନେହ

ଉଚ୍ଚାରଣ

[ସମ୍ପାଦନା]

(ନିଃସ୍ନେହ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ସ୍ନେହ)

[ସମ୍ପାଦନା]
୧. ଯାହା ତେଲିଆ ବା ଚିକ୍କଣ ନୁହେଁ — ୧. Not unctuous; not oily.
୨. ସ୍ନେହ ବା ଅନୁରାଗହୀନ —୨. Unkind; unfeeling.
୩. ଯାହାକୁ ସ୍ନେହ କରାଯାଏ ନାହିଁ — ୩. Not loved.