Jump to content

ନିସ୍ପନ୍ଦ

ଉଇକିଅଭିଧାନ‌ରୁ

ନିସ୍ପନ୍ଦ

ଉଚ୍ଚାରଣ

[ସମ୍ପାଦନା]

ନିଃସ୍ପନ୍ଦ, ନିସ୍ସ୍ପନ୍ଦଅନ୍ୟରୂପ

ସଂସ୍କୃତ - ବିଶେଷଣ - (ନି+ସ୍ପନ୍ଦ୍ ଧାତୁ=ଈଷତ୍ କମ୍ପିତ ହେବା+କର୍ତ୍ତୃ . ଅ)

[ସମ୍ପାଦନା]
୧. ସ୍ପନ୍ଦନ ବା କମ୍ପନରହିତ; ନିଷ୍କମ୍ପ — ୧. Motionless, without vibration.
୨. ସ୍ଥିର —୨. Calm; still.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସ୍ପନ୍ଦନ —Vibration; fluttering.