Jump to content

ନିସ୍ପୃହା

ଉଇକିଅଭିଧାନ‌ରୁ

ନିସ୍ପୃହା

ଉଚ୍ଚାରଣ

[ସମ୍ପାଦନା]

(ନିଃଷ୍ପୃହା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନିର୍+ସ୍ପୃହା)

[ସମ୍ପାଦନା]
୧. ସ୍ପୃହାର ଅଭାବ — ୧. Want of hankering.
୨. ତିଶି; ପେଶୁ —୨. Linseed.

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ନିଷ୍ପୃହ+ସ୍ତ୍ରୀ. ଆ)

[ସମ୍ପାଦନା]

ନିସ୍ପୃହର ସ୍ତ୍ରୀଲିଙ୍ଗ — Feminine of Nispṛuha