Jump to content

ନିସ୍ୱନ

ଉଇକିଅଭିଧାନ‌ରୁ

ନିସ୍ୱନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍=ନାହିଁ+ସ୍ୱନ=ଶବ୍ଦ ଯହିଁରେ)

[ସମ୍ପାଦନା]

ସ୍ୱନ ବା ସ୍ୱରହୀନର —Soundless.

ବାନ୍ଧିଛି ନିଃସ୍ୱନ କିଙ୍କିଣୀ—ଭଞ୍ଜ, ବୈଦେହୀଶବିଳାସ

ସଂସ୍କୃତ - ବିଶେଷ୍ୟ - (ନିର୍+ସ୍ୱନ୍ ଧାତୁ+ ଭାବ. ଅ)

[ସମ୍ପାଦନା]

ରବ; ଧ୍ୱନି — Sound (ଜ୍ଞାନେନ୍ଦ୍ର)



ନିସ୍ୱନ

ଉଚ୍ଚାରଣ

[ସମ୍ପାଦନା]

(ନିସ୍ୱାନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନି+ସ୍ୱନ୍ ଧାତୁ=ଶବ୍ଦ କରିବା+ଭାବ. ଅ)

[ସମ୍ପାଦନା]
୧. ଧ୍ୱନି; ଶବ୍ଦ —୧. Sound; noise.
୨. ଉଚ୍ଚ ଶବ୍ଦ —୨. Lound sound.
୩. ନାଦ; ଗର୍ଜନ —୩. Bellow; roar.
୪. ନିଃଶବ୍ଦତା —୪. Silence.