ନିହଣ
ଦେଖଣା
ନିହଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୌହ କିମ୍ୱା ନିଖନିତ୍ରୀ)
[ସମ୍ପାଦନା]ବଢ଼େଇମାନଙ୍କର ଚଉଡ଼ା ଦାଢ଼ ଥିବା ବେଧନାସ୍ତ୍ର (ଏଥିରେ କାଠର ବେଣ୍ଟ ନ ଥାଏ); ଲୁହାର ବଟାଳି —Iron chisel.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]କଚରା; ପାଚିଲାଧାନ ଗଛକୁ ମୂଳରୁ ଦାଆରେ କାଟି ସେଥିରୁ ନଡ଼ା— ଅଂଶ କଟା ନ ଯିବା ପୂର୍ବରୁ କିଆରିରେ ଶ୍ରେଣୀବଦ୍ଧ ଭାବରେ ଖେଳିଆ ହୋଇ ରଖାଯାଇ ଥିବା ଅବସ୍ଥା — The state of the paddy plants being spread in rows in the field immediately
after they are reaped and before the lower portions are cut out from them for straw.