Jump to content

ନିହନ୍ତା

ଉଇକିଅଭିଧାନ‌ରୁ

ନିହନ୍ତା

ଉଚ୍ଚାରଣ

[ସମ୍ପାଦନା]
(ନିହନ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଣ,ପୁଲିଙ୍ଗ - (ନି+ହନ୍ ଧାତୁ=ବଧ କରିବା+କର୍ତ୍ତୃ. ତୃ= ନିହନ୍ତୃ; ୧ମା. ୧ବ)

[ସମ୍ପାଦନା]

ଘାତକ; ହନନକାରୀ; ବିନାଶକ — Killing; destroying; slaughtering.

ଦୁଷ୍ଟମାନଙ୍କର ଅଟନ୍ତି ସେ ନିହନ୍ତି କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ