Jump to content

ନିହନ୍ୟମାନ

ଉଇକିଅଭିଧାନ‌ରୁ

ନିହନ୍ୟମାନ

ଉଚ୍ଚାରଣ

[ସମ୍ପାଦନା]
(ନିହନ୍ୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନି+ହନ୍ ଧାତୁ=ବଧ କରିବା+କର୍ମ. ଆନ)

[ସମ୍ପାଦନା]

ଯାହାକୁ ବଧ କରାଯାଉ ଅଛି — Being killed.