Jump to content

ନିହାଇତ୍

ଉଇକିଅଭିଧାନ‌ରୁ

ନିହାଇତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ନିହାଏତ୍, ନିହାଏତି ନ୍ୟାହାତି, ନ୍ୟାହିତ; ନିହେଇତି—ଅନ୍ୟରୂପ)

ବୈଦେଶିକ - ଅ. (ଆରବୀ - ନିହାୟତ୍)

[ସମ୍ପାଦନା]

ନିହାତି (ଦେଖ) - Nihāti (See)

ଶୁଣିବା କଥା ବା ଅନୁମାନ କଥା ପ୍ରମାଣରୂପେ ଗ୍ରହଣ କରିବାକୁ ଆମ୍ଭେମାନେ ନିହାଏତ ନାରାଜ ଫକୀରମୋହନ, ଛମାଣଆଠଗୁଣ୍ଠ