Jump to content

ନିହାକା

ଉଇକିଅଭିଧାନ‌ରୁ

ନିହାକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ହା ଧାତୁ=ପରିତ୍ୟାଗ କରିବା+କର୍ତ୍ତୃ. ଅକ +ଆ; ଯେ କେତେବେଳେ ଜଳଭାଗ କେତେ— ବେଳେ ସ୍ଥଳଭାଗ ପରିତ୍ୟାଗ କରେ)

[ସମ୍ପାଦନା]

ଉଭୟଚର ଜନ୍ତୁ ବିଶେଷ; ଗୋଧିସାପ —An iguana.