ନିହାତ
ଦେଖଣା
ନିହାତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ଅ. (ଆରବୀ - ନି ହାୟତ୍=ଆଧିକ୍ୟ)
[ସମ୍ପାଦନା]- ୧. ଅତ୍ୟନ୍ତ; ଅତ୍ୟଧିକ —୧. Excessive.
- ୨. ଅତି; ନିତାନ୍ତ — ୨. Very; very much; extremely; excessively.
ଚାରିଟାକୁ ଚାରିଟା ଅସୁର ନିହାତି ମୂର୍ଖ ଫକୀରମୋହନ, ଛମାଣଆଠଗୁଣ୍ଠ
- ୩. ପରିଶେଷରେ —୩. At last; finally.
- ୪. ନିଶ୍ଚିତ ଭାବରେ —୪. Certainly
- ୫. ନିତାନ୍ତ ପକ୍ଷରେ —୫. At all.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ନଗଣ୍ୟ —୧. Insignificant.
- ୨. ଅଯୋଗ୍ୟ —୨. Unfit.
- ୩. ଯତ୍ପରୋନାସ୍ତି; ଅତ୍ୟଧିକ — ୩. Excessive; too much; very much.