ନିହାରିକା
ଦେଖଣା
ନିହାରିକା
ଉଚ୍ଚାରଣ
[ସମ୍ପାଦନା](ନିହାରିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନିହାର+କ+ସ୍ତ୍ରୀ. ଆ; ନିହାର ବା କୁହୁଡ଼ି ପରି ଆଖିକୁ ଦେଖା ଯିବାରୁ)
[ସମ୍ପାଦନା]ଆକାଶରେ ଥିବା ଏକ ପ୍ରକାର କ୍ଷୀଣାଲୋକବିଶିଷ୍ଟ କ୍ଷୁଦ୍ର ଜ୍ୟୋତିଷ୍କପୁଞ୍ଜ —Nebula
ନିହାରିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନୀହାର+କ+ସ୍ତ୍ରୀ. ଆ)
[ସମ୍ପାଦନା]ନୀହାର ସ୍ତୂପବତ୍ ପ୍ରତୀୟମାନ ଘନସନ୍ନିବିଷ୍ଟ ନକ୍ଷତ୍ର— ପୁଞ୍ଜ —The Nebula.
[ ଦ୍ର—ହିନ୍ଦୁ ଜ୍ୟୋତିଷର ୨୭: ନକ୍ଷତ୍ର ମଧ୍ୟରୁ ୮ମ ବା ପୁଷ୍ୟା ନକ୍ଷତ୍ର ଗୋଟିଏ ନିହାରିକା ଅଟେ ]