Jump to content

ନିହାର କର

ଉଇକିଅଭିଧାନ‌ରୁ

ନିହାର କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବହୁବ୍ରୀହି; ନିହାର+କର)

[ସମ୍ପାଦନା]

ଚନ୍ଦ୍ର — The moon.

ଓଷ୍ଠେ ସୁଧା ସୁଦେହାର ଥାଉଁ ଅମରେ ନିହାରକର କରନ୍ତି ଆହାର ତାଙ୍କୁଜୁହାର ଭଞ୍ଜ, ପ୍ରେମସୁଧାନିଧି