ନିହିତ
ଦେଖଣା
- ସ୍ଥାପିତ
- ଅର୍ପିତ
- ଗୁପ୍ତ
- ନିକ୍ଷିପ୍ତ
- କୃତ
- ସମାପ୍ତ
- ପ୍ରଦତ୍ତ
- ଅଭିହିତନିହିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ -(ନି+ଧା ଧାତୁ=ଧାରଣ କରିବା+କର୍ମ. ତ)
[ସମ୍ପାଦନା]- ୧. ସ୍ଥାପିତ —୧. Placed; laid.
- ୨. ଅର୍ପିତ —୨. Deposited; entrusted to delivered.
- ୩. ଗୁପ୍ତ —୩. Private; secluded.
- ୪. ନିକ୍ଷିପ୍ତ —୪. Cast a way.
- ୫. କୃତ —୫. Performed.
- ୬. ସମାପ୍ତ —୬. Finished.
- ୭. ପ୍ରଦତ୍ତ —୭. Bestowed on; given unto.
- ୮. ଅଭିହିତ —୮. Named; said. denominated.