ନିହିବା
ସ୍ଥାପନ କରିବା —To place.
ଦେବାଦେଶ ମତେ ମୁହିଁ ତାଙ୍କ ପାଶେ ଯାଇ ଆଣି, ହେ ପାଣ୍ଡବରାଣ. ନିହିବି ଉତ୍କଳେ ରାଧାନାଥ, ମହାଯାତ୍ରା