ନିହେତାଲ୍
ଏତେବେଳ ପର୍ଯ୍ୟନ୍ତ ନୁହେଁ; ଏତାବତ୍କାଳ ପର୍ଯ୍ୟନ୍ତ ନୁହେଁ — Not up to this time; not yet.
(ଯଥା—ସେ ନିହେତାଲ୍ ଦେଖାବାକେ=ସେ ଏତେ ବେଳଯାକେ ଦେଖାଯାଉ ନାହାନ୍ତି)