Jump to content

ନିହ୍ନବ

ଉଇକିଅଭିଧାନ‌ରୁ

ନିହ୍ନବ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ନି+ହ୍ନ ଧାତୁ=ସତ୍ୟ ଗୋପନ କରିବା+ଭାବ ଅ)

୧. କୌଣସି ବିଷୟ ଗୋପନ କରିବା — ୧. Concealment of a fact.
୨. ଅପହ୍ନୁତି; ଅସ୍ୱୀକାର —୨. Denial.
୩. ଅବିଶ୍ୱାସ —୩. Mistrust; distrust.
୪. କ୍ରୂରତା —୪. Wickedness.
୫. ବଞ୍ଚନା —୫. Deception.
୬. ବକ୍ରବାଦ —୬. Prevarication; insinuation, innuendo.
୭. ଶୁଦ୍ଧ; ପବିତ୍ରତା (ହିନ୍ଦୀ - ଶ.) —୭. Purity.