Jump to content

ନିହ୍ନୁବାନ

ଉଇକିଅଭିଧାନ‌ରୁ

ନିହ୍ନୁବାନ

ଉଚ୍ଚାରଣ

[ସମ୍ପାଦନା]
(ନହ୍ନୁବାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନି+ହ୍ନୁ ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ଅପହ୍ନବକାରୀ; ଅସ୍ୱୀକାରକାରୀ — ୧. Denying.
୨. ବକ୍ରୋକ୍ତିକାରୀ —୨. Insinuating; evasive.