Jump to content

ନିୟତକୁ ବରକତ

ଉଇକିଅଭିଧାନ‌ରୁ

ନିୟତକୁ ବରକତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ପ୍ରବଚନ (ଫାରାସୀ - ନୟୀତ+ ଫାରାସୀ - ବରକତ୍ = ଲାଭ, ବଡ଼ିତ)

[ସମ୍ପାଦନା]

ଯେ ଧର୍ମ ପ୍ରମାଣେ ବା କର୍ତ୍ତବ୍ୟ ପାଳନ କରି କାର୍ଯ୍ୟ୍ୟ କରେ ତାକୁ ଧର୍ମ ସହେ, ଅର୍ଥାତ୍ ତାର ବଡ଼ିତ ହୁଏ —(Proverb) God favours one who faithfully discharges his duties; 'Rightousness exalteth a person'.