ନିୟତି ଖରାପ କରିବା
ଦେଖଣା
ନିୟତି ଖରାପ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିୟତି ଖରାପ କରିବା
|
[ନିୟ(ତି) ବିଗାଡ଼ିବା—ଅନ୍ୟରୂପ]
=== ଦେଶଜ - କ୍ରି. (ଫାରାସୀ - ନୀୟତ୍+ ଫାରାସୀ - ଖରାବ୍)
ବଦନିୟତି କାମ କରିବା; ଆପଣାର ଦୃଢ଼ ବ୍ରତ ବା ସଂକଳ୍ପ ଭଙ୍ଗ କରିବା — To infringe strict principals of morality or righteousness.