ନିୟତି ଖରାପ ହେବା
ଦେଖଣା
ନିୟତି ଖରାପ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିୟତି ଖରାପ ହେବା
|
ନିୟତ(ତି) ବିଗିଡ଼ିବା, ନିୟତ(ତି) ବଦ୍ ହେବାଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବଦନିୟତ ହେବା; ନିଜର ସୁସଂକଳ୍ପ ଅଟଳ ନ ରହିବା — ୧. Infringement of one's strict principals of morality; righteousness or fidelity.
- ୨. ମନରେ ମନ୍ଦ ସଂକଳ୍ପ ଜନ୍ମିବା —୨. The arising of bed resolutions in the mind.