Jump to content

ନିୟତ ଖରାପ କରିବା

ଉଇକିଅଭିଧାନ‌ରୁ

ନିୟତ ଖରାପ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ନିୟତ ବିଗାଡ଼ିବା—ଅନ୍ୟରୂପ]

=== ଦେଶଜ - କ୍ରି. (ଫାରାସୀ - ନୀୟତ୍+ ଫାରାସୀ - ଖରାବ୍)

ବଦନିୟତି କାମ କରିବା; ଆପଣାର ଦୃଢ଼ ବ୍ରତ ବା ସଂକଳ୍ପ ଭଙ୍ଗ କରିବା — To infringe strict principals of morality or righteousness.