Jump to content

ନିୟନ୍ତା

ଉଇକିଅଭିଧାନ‌ରୁ

ନିୟନ୍ତା

ଉଚ୍ଚାରଣ

[ସମ୍ପାଦନା]
(ନିୟନ୍ତ୍ରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - (ନି+ଯମ୍ ଧାତୁ= ବିରତ ହେବା+ କର୍ତ୍ତୃ. ତ; ନିୟନ୍ତ ଶବ୍ଦ; ୧ମା. ୧ବ)

[ସମ୍ପାଦନା]
୧. ନିୟାମକ — ୧. Controller; regulator; controller.
୨. ଶାସ୍ତା; ଶାସକ —୨. Governor; ruler.
୩. ପରିଚାଳକ; ନେତା —୩. Leader.
୪. ବ୍ୟବସ୍ଥାପକ —୪. Legislator; lawmaker.
୫. ଦଣ୍ଡଦାତା —୫. Punisher; chastiser (Apte).
୬. ସାରଥି; ରଥଚାଳକ —୬. Driver; charioteer.
୭. ବିଷ୍ଣୁଙ୍କ ନାମ (ସହସ୍ର ନାମ) — ୭. A name of Bishṇu.
୮. ପରମାତ୍ମା —୮. The Supreme Being (Apte).