ନିୟନ୍ତ୍ରିତ
ଦେଖଣା
ନିୟନ୍ତ୍ରିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ନି+ ଯନ୍ତ୍ର ଧାତୁ=ସଙ୍କୁଚିତ ହେବା+ କର୍ମ. ତ)
[ସମ୍ପାଦନା]- ୧. ନିୟମିତ —୧. Rugulated.
- ୨. ଦମିତ; ସଂଯତ — ୨. Controlled; checked; curbed; restrained.
- ୩. ଶୃଙ୍ଖଳିତ; ବଦ୍ଧ —୩. Tied; bound.
- ୪. ନିବାରିତ —୪. Prevented.
- ୫. ପରିଚାଳିତ —୫. Guided.
- ୬. ଶାସିତ —୬. Governed.
- ୭. ସଂକୋଚିତ —୭. Caused to contract.
- ୮. ଗୋଟିଏ ଅର୍ଥରେ ଆବଦ୍ଧ ହୋଇଥିବା (ଶବ୍ଦ) — ୮. (a word) Confined to a particular sense.