Jump to content

ନିୟମବତୀ

ଉଇକିଅଭିଧାନ‌ରୁ

ନିୟମବତୀ

ଉଚ୍ଚାରଣ

[ସମ୍ପାଦନା]
(ନିୟମବାନ୍—ପୁଂ) 

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନିୟମ+ ବତ୍+ ସ୍ତ୍ରୀ. ଈ)

[ସମ୍ପାଦନା]

ଯେଉଁ ସ୍ତ୍ରୀର ମାସିକ ଋତୁସ୍ରାବ ଘଟୁଅଛି —A woman having the monthly courses (Apte).

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ନିୟମ ବା ବ୍ରତ ପାଳନକାରିଣୀ ସ୍ତ୍ରୀ — (woman) Practising religious obsrevances.