ନିୟମାନୁଯାୟୀ
ଦେଖଣା
ନିୟମାନୁଯାୟୀ
ଉଚ୍ଚାରଣ
[ସମ୍ପାଦନା]ନିୟମାନୁସାରୀ, ନିୟମାନୁବର୍ତ୍ତୀଅନ୍ୟରୂପ
ନିୟମାନୁଯାୟିନୀ, ନିୟମାନୁସାରିଣୀ, ନିୟମାନୁବର୍ତ୍ତିନୀସ୍ତ୍ରୀ
ସଂସ୍କୃତ - ବିଶେଷଣ - (ନିୟମ+ ଅନୁ+ ଯା+ କର୍ତ୍ତୃ. ଇନ୍)
[ସମ୍ପାଦନା]- ୧. ନିୟମାନୁସାରେ କୃତ, ଅନୁଷ୍ଠିତ ବା ସଂପାଦିତ —୧. Done according to fixed rules.
- ୨. ଯେ ନିୟମାନୁସାରେ ଚଳେ — ୨. Following fixed rules.