ନିୟମୋପମା
ଉପମାଳଙ୍କାରବିଶେଷ; ଯେଉଁ ଉପମାଳଙ୍କାରରେ ଶଂସିତ ବସ୍ତୁକୁ କେବଳ ଅନ୍ୟ ଗୋଟିଏ ମାତ୍ର ବସ୍ତୁ ସଙ୍ଗେ ତୁଳନା କରାଯାଏ —A simile which expressly states that some thing can be compared only with some thing else. (M.W.).