ନିୟମ କରିବା
ଦେଖଣା
ନିୟମ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିୟମ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବିଧି ପ୍ରଣୟନ କରିବା — ୧. To make a rule.
- ୨. ବିଧି ପ୍ରକଟନ କରିବା — ୨. To publish a rule.
- ୩. ହଲପ କରିବା — ୩. To swear; to take oath.
ଅନାୟତ୍ତା ବିନା ଯିବାକୁ ନିୟମ କରିବି ତଂସଗମନା—ଭଞ୍ଜ. ପ୍ରେମସୂଧାନିଧି