ନିୟମ ଭଙ୍ଗ
ଦେଖଣା
ନିୟମ ଭଙ୍ଗ
ଉଚ୍ଚାରଣ
[ସମ୍ପାଦନା](ନିୟମ ଭଞ୍ଜନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନିୟମ+ ଭଙ୍ଗ)
[ସମ୍ପାଦନା]- ୧. ନିର୍ଦ୍ଦିଷ୍ଟ ନିୟମର ବ୍ୟତିକ୍ରମ — ୧. Deviation from fixed rules.
- ୨. ବିଧାନର ଲଙ୍ଘିବା —୨. Violating a rule.
- ୩. ବ୍ରତ ପାଳନରେ ବ୍ୟାଘାତ — ୩. Interruption of a religious observance.
- ୪. ଚୁକ୍ତିଭଙ୍ଗ — ୪. Breach of a contract or stipulation.