ନିୟମ ଲଙ୍ଘନ
ଦେଖଣା
ନିୟମ ଲଙ୍ଘନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବିଧିକୁ ଅତିକ୍ରମ କରିବା; ବିଧିଅତିକ୍ରମଣ — ୧. Infringement of rules; transgression of a fixed rule or obligation.
- ୨. ଅନିୟମ — ୨. Irregularity; doing ultra vires acts.
- ୩. ପ୍ରତିଜ୍ଞାର ଅନ୍ୟଥା କରଣ; ଚୁକ୍ତିଭଙ୍ଗ —୩. Violation of a convenant; breach of a contract.