Jump to content

ନିୟାମୀ ନାନୀ

ଉଇକିଅଭିଧାନ‌ରୁ

ନିୟାମୀ ନାନୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ବ୍ୟଙ୍ଗ୍ୟୋକ୍ତି)

[ସମ୍ପାଦନା]

ଯେଉଁ ସ୍ତ୍ରୀ ଅତିରିକ୍ତ— ଭାବରେ ଆଚାର ନିଷ୍ଠା ପାଳନ କରେ — (ironical expression) A women who is given to excessive observance of purity; a rigidly orthodox womam.

ନିୟାମୀ ନାନୀ,ଦିହିରେ ମାରୁଛି ଗୋବର ପାଣି—ଢଗ