ନିୟାରିଆ
ଦେଖଣା
ନିୟାରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିୟାରିଆ
|
(ନିୟାରୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ଓ ସ୍ତ୍ରୀ
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି ବଣିଆ ଦୋକାନରେ ଝଡ଼ା ଧୂଳି, ଅଙ୍ଗାର, ପାଉଁଶରୁ ସୁନା, ରୂପା ଗୁଣ୍ଡା ବାଛେ — ୧. One who searches for tiny grains of gold and silver out of the dust and sweepings of a goldsmith's shop.
- ୨. ଯେ ବହୁ ମିଶ୍ରିତ ପଦାର୍ଥ ବା ଅଳିଆରୁ ଭିନ୍ନ ଭିନ୍ନ ବସ୍ତୁ ମାନ ପୃଥକ କରେ — ୨. A person who picks out different articles from a miscellaneous heap.