Jump to content

ନିୟୋଗ୍ୟ

ଉଇକିଅଭିଧାନ‌ରୁ

ନିୟୋଗ୍ୟ

ଉଚ୍ଚାରଣ

[ସମ୍ପାଦନା]
(ନିୟୋଗ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -(ନି+ଯୁଜ୍ ଧାତୁ+କର୍ତ୍ତୃ. ଯ)

[ସମ୍ପାଦନା]

ନିୟୋଗ କର୍ତ୍ତା; ପ୍ରଭୁ —Lord; master; employer.

ବିଶେଷଣ -(ନି+ଯୁଜ୍ ଧାତୁ+କର୍ମ. ଯ)

[ସମ୍ପାଦନା]

ନିୟୋଗାର୍ହ — Worthy or fit to be appointed.