Jump to content

ନିୟୋଜୟିତା

ଉଇକିଅଭିଧାନ‌ରୁ

ନିୟୋଜୟିତା

ଉଚ୍ଚାରଣ

[ସମ୍ପାଦନା]
(ନିୟୋଜୟିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନି+ଯୁଜ୍. ଧାତୁ. ଣିଚ ଯୋଜି— ଧାତୁ+କର୍ତ୍ତୃ. ତୃ୧ମା. ୧ବ)

[ସମ୍ପାଦନା]
୧. ନିଯୋକ୍ତା — ୧. Employing; engaging; appointing.
୨. ପ୍ରବର୍ତ୍ତକ —୨. Prevailing upon.