ନି(ର୍ବ୍ୱ)ଚନ
ଦେଖଣା
ନି(ର୍ବ୍ୱ)ଚନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିର୍=ନିଶ୍ଚୟ+ବଚନ=ବାକ୍ୟ)
[ସମ୍ପାଦନା]- ୧. କଥନ — ୧. Speaking out; utterance; pronouncement.
- ୨. ନିଶ୍ଚୟ ବାକ୍ୟ —୨. Sure promise.
- ୩. ମୀମାଂସା —୩. Settlement; decision.
- ୪. ନିରୂପଣ —୪. Ascertainment.
- ୫. ବ୍ୟାଖ୍ୟା —୫. Explanation; interpretation.
- ୬. ପ୍ରବଚନ; ଆପ୍ତବାକ୍ୟ — ୬. Proverb; a saying; adage.
- ୭. ଶବ୍ଦ ବ୍ୟୁତ୍ପତ୍ତ ବିଦ୍ୟା — ୭. Etymology (M.W.).
(ନିର୍ବାଚନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ନିର୍ବାକ୍; ମୌନ — ୧. Speechless; silent.
- ୨. ଅନିନ୍ଦ୍ୟ —୨. Blameless; unobjectionable.