ନି ପତିଆରା
ଦେଖଣା
ନି ପତିଆରା
ଉଚ୍ଚାରଣ
[ସମ୍ପାଦନା](ନିପତ୍ୟାରା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନି ପତିଆରା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିର୍+ପ୍ରତ୍ୟୟ)
[ସମ୍ପାଦନା]ଅବିଶ୍ୱାସ; ବିଶ୍ୱାସର ଅଭାବ; ଅପତିଆରା —Want of confidence, credit or trust.
ବିଶେଷଣ -
[ସମ୍ପାଦନା]- ୧. ଅଣବିଶ୍ୱାସୀ —୧. Faithless.
- ୨. ବିଶ୍ୱାସର ଅଯୋଗ୍ୟ —୨. Not deser ving to be trusted.
- ୩. ନିରାଶ୍ରୟ —୩. Helpless.
- ୪. ଯାହାଠାରୁ ପତିଆରା ବା ଆସ୍ଥା ଉଠି ଯାଇଅଛି — ୪. Having no credit.