ନୀକାଶ
(ନୀକାସ—ଅନ୍ୟରୂପ)
ସଦୃଶ; ତୁଲ୍ୟ —Like; resembling; similar.
ଧାତା ତ କରି ନାହିଁ ତା ନୀକାଶ, କିରୂପେ ହେବ ସେପରି ପ୍ରକାଶ କବିସୂର୍ଯ୍ୟ ସଙ୍ଗୀତ
ସାଦୃଶ୍ୟ; ତୁଲ୍ୟତା —Likeness; resemblance.