Jump to content

ନୀଚଗ

ଉଇକିଅଭିଧାନ‌ରୁ

ନୀଚଗ

ଉଚ୍ଚାରଣ

[ସମ୍ପାଦନା]
(ନୀଚଗା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନୀଚ+ଗମ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ନିମ୍ନଗାମୀ; ଅଧୋଗାମୀ —୧. Descending; running downwards.
୨. ଅଧମ; ପାମର —୨. Low; mean; base; vile.

=== ବିଶେଷ୍ୟ - (ଯାହା ତଳଆଡକୁ ବହେ)

ଜଳ —Water.