Jump to content

ନୀଚଗାମୀ

ଉଇକିଅଭିଧାନ‌ରୁ

ନୀଚଗାମୀ

(ନୀଚଗାମିନୀ—ସ୍ତ୍ରୀ) 

[ନୀଚଗାମିତା(ତ୍ୱ)ବି]

ସଂସ୍କୃତ - ବିଶେଷଣ - ପୁଂ. (ନୀଚ+ଗମ ଧାତୁ+କର୍ତ୍ତୃ ଇନ)

[ସମ୍ପାଦନା]
୧. ନିମ୍ନଗାମୀ —୧. Descending; preceeding downwards.
୨. ଯେଉଁ ପୁରୁଷ ନିମ୍ନଜାତୀୟା ସ୍ତ୍ରୀ ସଙ୍ଗେ ସହବାସ କରେ — ୨. Cohabiting with a woman of lower caste.