Jump to content

ନୀଚ ଲୋକ

ଉଇକିଅଭିଧାନ‌ରୁ

ନୀଚ ଲୋକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନୀଚ+ଲୋକ)

[ସମ୍ପାଦନା]
୧. ଇତର ଲୋକ — ୧. A man who does not belong to a higher caste; a vulgar person.
୨. ନିମ୍ନବଂଶରେ ଜାତ ବ୍ୟକ୍ତି — ୨. Man of low birth.
୩. ମନ୍ଦବୁଦ୍ଧି ବା ନୀଚପ୍ରକୃତିକ ବ୍ୟକ୍ତି — ୩. A mean minded person.