ନୀଡ଼
ଦେଖଣା
ନୀଡ଼
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ଈଡ଼୍ ଧାତୁ=ସ୍ତୁତି କରିବା+ଅଧି ଅ; କିମ୍ୱା ନି+ ଇଳ୍ ଧାତୁ=ଗମନ, କ୍ଷେପଣ, ଶୟନ କରିବା+ଅଧି. ଅ)
[ସମ୍ପାଦନା]- ୧. ପକ୍ଷୀର ବସା —୧. Bird's nest.
- ୨. ସ୍ଥାନ —୨. Place.
- ୩. ଆଶ୍ରୟ ସ୍ଥାନ —୩. Shelter.
- ୪. ରଥମଧ୍ୟରେ ଆରୋହୀଙ୍କ ବସିବା ସ୍ଥାନ (ହିନ୍ଦୀ - ଶ.) — ୪. The place inside a car where the passengers sit.