ନୀତ
ଦେଖଣା
ନୀତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନୀ ଧାତୁ=ନେବା+କର୍ମ. ତ)
[ସମ୍ପାଦନା]- ୧. ପ୍ରାପ୍ତ; ଗୃହୀତ — ୧. Obtained; gained; received.
- ୨. ନିଆ ହେବା; ବାହିତ —୨. Taken; carried.
- ୩. ଅତିବାହିତ —୩. Spent; passed.
- ୪. ଉତ୍ତମାଚରଣବିଶିଷ୍ଟ —୪. Well behaved.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅର୍ଥ; ଧନ —୧. Wealth; riches.
- ୨. ଶସ୍ୟ —୨. Corn.