ନୀତି
ଦେଖଣା
ନୀତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନୀ ଧାତୁ=ନେବା+ଭାବ. ତି)
[ସମ୍ପାଦନା]- ୧. ନୟ; ରାଜନୀତି ଶାସ୍ତ୍ର; ରାଜା ଓ ପ୍ରଜାଙ୍କ ରକ୍ଷା ପାଇଁ ନିର୍ଦ୍ଧାରିତ ବ୍ୟବସ୍ଥା — ୧. Polity; politics.
- ୨. ହିତାହିତ ବିଚାର ବିଷୟକ ଶାସ୍ତ୍ର — ୨. Ethics; morals.
- ୩. ଚାଲିଚଳନ —୩. Conduct; course of action.
- ୪. ନ୍ୟାୟ —୪. Justice; right.
- ୫. ନ୍ୟାୟାନୁଗତ ଆଚରଣ — ୫. Just or righteous conduct.
- ୬. ସାଧୁତା; ଧାର୍ମିକତା —୬. Righteousness.
- ୭. ସୁଧାରା; ରୀତି; ପ୍ରଥା; ଆଚାର ପଦ୍ଧତି — ୭. Custom; manners.
- ୮. ପ୍ରାପ୍ତି —୮. Obtaining; receipt attainment.
- ୯. ସାଂସାରିକ ସଦାଚରଣ; ଲୋକମର୍ଯ୍ୟାଦାନୁଗତ ବ୍ୟବହାର — ୯. Practical morality; approved course of action.
- ୧. ଯାପନ —୧୦. Passing; whiling away; causing to pass.
- ୧୧. ସଦାଚରଣ — ୧୧. Good behaviour; morality.
ନୀତି ଛାଡି ଯେବେ ଲୋକ କରେ କୃଷ୍ଣସିଂହ, ମହାଭାରତ ବନ
- ୧୨. ସାଂସାରିକ ଜ୍ଞାନ; ବିଷୟ ଜ୍ଞାନ — ୧୨. Wordly wisdom.
- ୧୩. ବିଶିଷ୍ଟ ଉଦ୍ଦେଶ୍ୟ ପାଇଁ ଆଚରିତ ପନ୍ଥା —୧୩. Policy.
- ୧୪. ନିୟମ —୧୪. Rule; code.
- ୧୫. ଦୈନନ୍ଦିନ କାର୍ଯ୍ୟକ୍ରମ —୧୫. Daily duties.
- ୧୬. ନେବା କର୍ମ ବା ରୀତି —୧୬. The act or mode of talking or carrying.
- ୧୭. କାର୍ଯ୍ୟ ସିଦ୍ଧି ପାଇଁ ଆଚରିତ ଉପାୟ — ୧୭. Means; expedient.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ନିତ୍ୟ)
[ସମ୍ପାଦନା]- ୧. ରାଜା ଓ ଦେବତାଙ୍କର ଦୈନିକ କାର୍ଯ୍ୟାବଳି —୧. Daily routine of kings or Deities; ritual.
- ୨. (ସଂସ୍କୃତ - ନୀତି)ଭଲ କାର୍ଯ୍ୟ —୨. Good act.
=== ଦେଶଜ - ଅ.
(ସଂସ୍କୃତ - ନିତ୍ୟ) — Daily; every day.