ନୀତିବେତ୍ତା

ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନୀତିବେତ୍ତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ନୀତି+ବିଦ୍ ଧାତୁ ଜାଣିବା+କର୍ତ୍ତୃ. ତୃ. ୧ମା. ୧ବ)[ସମ୍ପାଦନା]

  1. ନୀତିଶାସ୍ତ୍ରଜ୍ଞ — Well versed in ethics or politics.
  2. ଦର୍ଶନ ଶାସ୍ତ୍ରର ଏକ ଧାରା, ଯାହା ବ୍ୟବହାରକରି ମଣିଷ ଠିକ ଓ ଭୁଲ ମଧ୍ୟରେ ଫରକ ଜାଣିପାରେ । ଏହା ମନରେ ଥିବା ଦ୍ଵନ୍ଦକୁ ଦୂର କରେ । [ଆଧାର ଆବଶ୍ୟକ ]